ଖୋଲିଲା ଐତିହ୍ୟ ସ୍ମାରକୀ: ଆଗଭଳି ଆସୁନାହାନ୍ତି ପର୍ଯ୍ୟଟକ

ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା … Continue reading ଖୋଲିଲା ଐତିହ୍ୟ ସ୍ମାରକୀ: ଆଗଭଳି ଆସୁନାହାନ୍ତି ପର୍ଯ୍ୟଟକ